ଚିନ୍ତା ବଢ଼ାଉଛି କରୋନା ବର୍ଜ୍ୟ: ରାଜଧାନୀରୁ ବାହାରୁଛି ଦୈନିକ ୨୦ରୁ ୨୫ କୁଇଣ୍ଟାଲ

ସିପିସିବି ଗାଇଡ୍‌ଲାଇନ ପାଳନ ନେଇ ପ୍ରଶ୍ନ ,ଏଣେତେଣେ ପଡୁଛି କରୋନା ଆକ୍ରାନ୍ତଙ୍କ ବ୍ୟବହୃତ ସାମଗ୍ରୀ ଭୁବନେଶ୍ୱର: କରୋନା ସଂକ୍ରମଣ ଏବେ ଉପରମୁହାଁ ରହିଛି। ପ୍ରତିଦିନ ରାଜ୍ୟରେ ୨୫୦୦ରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଭୁବନେଶ୍ୱରରୁ ବି ୩୦୦ରୁ ଅଧିକ ସଂକ୍ରମିତ ବାହାରୁଛନ୍ତି। ସମସ୍ତଙ୍କୁ ମେଡିକାଲ ପଠାଇବା ସମ୍ଭବପର ହେଉ ନଥିବାରୁ ରାଜଧାନୀରେ ୮୦୦ରୁ ଊର୍ଧ୍ବ ଆକ୍ରାନ୍ତ ଏବେ ଘରେ ରହି ଚିକିତ୍ସିତ ହେଉଛନ୍ତି। ସେମାନେ ଏବେ ଚିନ୍ତା ବଢ଼ାଇଲେଣି। … Continue reading ଚିନ୍ତା ବଢ଼ାଉଛି କରୋନା ବର୍ଜ୍ୟ: ରାଜଧାନୀରୁ ବାହାରୁଛି ଦୈନିକ ୨୦ରୁ ୨୫ କୁଇଣ୍ଟାଲ